ବନ୍ଦ କରନ୍ତୁ

ସହାୟତା

ଆପଣ ଏହି ପୋର୍ଟାଲରେ ଥିବା ବିଷୟ ବସ୍ତୁ/ପୃଷ୍ଠାକୁ ଉପଲବ୍ଧି ବା ପ୍ରବେଶ କରିବାରେ କିଛି ଅସୁବିଧା ଅନୁଭବ କରୁଛନ୍ତି କି ? ଏହି ଅନୁଚ୍ଛେଦ, ପୋର୍ଟାଲକୁ ଦେଖିବା ବା ବ୍ରାଉଜିଂ କରିବାର ସୁଖଦ ଅନୁଭୂତି ଦେବାରେ ସାହାଯ୍ୟ କରିବାର ପ୍ରଯତ୍ନ କରିଛି ।

ପ୍ରବେଶ ମାର୍ଗ

ଏହି ୱେବ ସାଇଟକୁ ଆମେ ଏହାର ସମସ୍ତ ବ୍ୟବହାରକାରୀ (ୟୁଜର୍ସ), ବୈଷୟିକ ଜ୍ଞାନ କୌଶଳ ଓ ସାମର୍ଥ୍ୟ ନିର୍ବିଶେଷରେ ସୁଗମ୍ୟ କରିବାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟୁ ।

ଏହି ୱେବ ସାଇଟରେ ଥିବା ସମସ୍ତ ସୂଚନାକୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ସୁଗମ୍ୟ ହେବା ନିମନ୍ତେ ନିଶ୍ଚିତ କରିବା ପାଇଁ ଉତ୍ତମ ପ୍ରୟାସ କରାଯାଇଛି ।ଉଦାହରଣ ସ୍ୱରୂପ ,ଜଣେ ଦୃଷ୍ଟିହୀନ ଭିନ୍ନକ୍ଷମ ଏହି ପୋର୍ଟାଲକୁ ସହାୟକ ଜ୍ଞାନ ବ୍ୟବସ୍ଥା ଯଥା ସ୍କ୍ରିନ (ପରଦା)ରିଡର ସହାୟତାରେ ସୁଗମ୍ୟ କରାଇପାରିବେ ।ଏହି ୱେବ ସାଇଟ ୱାଲର୍ଡ ୱାଇଡ ୱେବ କନସୋରର୍ଟିୟମ (ବିଶ୍ଵର ୱେବ ସାଇଟ ସଂଗଠନ ),ଡବ୍ଲୁ -୩ -ସି ର ଏ . ଏ .ସ୍ତରୀୟ ୱେବ ପ୍ରବେଶ ମାର୍ଗର ନିୟମାବଳି (ଡବ୍ଲୁ .ସି.ଏ .ଜି )୨.୦ କୁ ଭରଣା କରୁଛି ।

ସ୍କ୍ରିନ ରିଡର ପ୍ରବେଶ ସୁବିଧା

ବିଭିନ୍ନ ପ୍ରକାର ସ୍କ୍ରିନ ରିଡର ସଂପର୍କିତ ସୂଚନା

ସ୍କ୍ରିନ ରିଡର ୱେବସାଇଟ ନିଃଶୁଳ୍କ / ବ୍ୟବସାୟିକ
ସ୍କ୍ରିନ ଏକ୍ସେସ ଫର ଅଲ (ଏସ ଏ ଏଫ ଏ ) https://lists.sourceforge.net/lists/listinfo/safa-developer ନିଃଶୁଳ୍କ
ନନ ଭିଜୁଆଲ ଡେସ୍କଟପ ଏକ୍ସେସ (ଏନ . ଭି .ଡି .ଏ) http://www.nvda-project.org ନିଃଶୁଳ୍କ
ସିଷ୍ଟମ ଏକ୍ସେସ ଟୁ ଗୋ http://www.satogo.com ନିଃଶୁଳ୍କ
ଥଣ୍ଡର http://www.webbie.org.uk/thunder ନିଃଶୁଳ୍କ
ୱେବଏନିହ୍ଵେର http://webinsight.cs.washington.edu/ ନିଃଶୁଳ୍କ
ହାଲ http://www.yourdolphin.co.uk/productdetail.asp?id=5 ବ୍ୟବସାୟିକ
ଜେ ଏ ଡବ୍ଲୁ ଏସ http://www.freedomscientific.com/Downloads/JAWS ବ୍ୟବସାୟିକ
ସୁପରନୋଭା http://www.yourdolphin.co.uk/productdetail.asp?id=1 ବ୍ୟବସାୟିକ
ୱିଣ୍ଡୋଜ-ଆଇଜ http://www.gwmicro.com/Window-Eyes/ ବ୍ୟବସାୟିକ

 

ବିଭିନ୍ନ ପ୍ରକାର ଫାଇଲ ଫର୍ମାଟରେ ସୂଚନା ଦେଖିବା

ଏହି ୱେବ ସାଇଟରେ ଊପଲବ୍ଧ ସୂଚନା ବିଭିନ୍ନ ପ୍ରକାର ଫାଇଲ ଫର୍ମାଟରେ ଦିଆଯାଇଛି ଯଥା- ପୋର୍ଟେବଲ ଡକ୍ୟୁମେଣ୍ଟ ଫର୍ମାଟ(ପି.ଡି.ଏଫ ), ୱାର୍ଡ, ଏକ୍ସେଲ ଏବଂ ପାୱାର ପଏଣ୍ଟ । ଏହି ସୂଚନାକୁ ଠିକ ଭାବରେ ଦେଖିବାକୁ ହେଲେ ଆପଣଙ୍କର ବ୍ରାଉଜର ଆବଶ୍ୟକୀୟ ପ୍ଳଗ ଇନ କିମ୍ବା ସଫ୍ଟଟୱେର ଆବଶ୍ୟକ କରିପାରେ । ଉଦାହରଣ – ଧପ ଧପ କରୁଥିବା ବା ଝଟକୁଥିବା ବା ଫ୍ଲାସ ଫାଇଲଗୁଡିକ ଦେଖିବା ପାଇଁ ଆଡ଼ୋବ ଫ୍ଲାସ ସଫ୍ଟ ୱେର ଆବଶ୍ୟକ ହୋଇଥାଏ । ଯଦି ଆପଣଙ୍କର ସିଷ୍ଟମରେ ଏହି ସଫ୍ଟୱେର ନ ଥାଏ , ଏହା ଆପଣ ନିଃଶୁଳ୍କ ଇଣ୍ଟରନେଟରୁ ଡାଉନଲୋଡ କରିପାରିବେ । ବିଭିନ୍ନ ପ୍ରକାର ଫାଇଲ ଫର୍ମାଟକୁ ଦେଖିବା ପାଇଁ କି କି ପ୍ଳଗ-ଇନର ଆବଶ୍ୟକତା ରହିଛି ସେସବୁ ନିମ୍ନ ବର୍ଣ୍ଣିତ ଟେବୁଲରେ ଦର୍ଶାଯାଇଛି –

ଅନ୍ୟାନ୍ୟ ଦସ୍ତାବିଜ(ଡକ୍ୟୁମେଣ୍ଟ)ର ଆକୃତି ପାଇଁ ପ୍ଳଗ-ଇନ

ଦସ୍ତାବିଜ ପ୍ରକାର ଡାଉନଲୋଡ ପାଇଁ ପ୍ଳଗ-ଇନ
ପୋର୍ଟେବଲ ଡକ୍ୟୁମେଣ୍ଟ ଫର୍ମାଟ (ପି ଡି ଏଫ ) ଫାଇଲ ଏଡୋବ ଆକ୍ରୋବାଟ ରିଡର ( ବାହାରେ ଥିବା ୱେବସାଇଟ ଏକ ନୂଆ ୱିଣ୍ଡୋରେ ଖୋଲିବ )

ବିଭିନ୍ନ ପ୍ରକାର ଫାଇଲ ଫର୍ମାଟରେ ସୂଚନା ଦେଖିବା

ଏହି ୱେବସାଇଟରେ କେତେକ ସୂଚନା ସହଜରେ ସ୍ଥାନାନ୍ତରୀୟ ବା ପୋର୍ଟେବଲ ଫର୍ମାଟ (ପି ଡି ଏଫ ) ରେ ଉପଲବ୍ଧ ରହିଛି । ସୂଚନାକୁ ଠିକ ଭାବରେ ଦେଖିବାକୁ ହେଲେ ଆପଣଙ୍କର ବ୍ରାଉଜର ପାଇଁ ଅବଶ୍ୟକ ପ୍ଳଗ-ଇନ ବା ସଫ୍ଟୱେର ଆବଶ୍ୟକ ।

 ପି ଡି ଏଫ ଦସ୍ତାବିଜ ପାଇଁ ପ୍ଳଗ-ଇନ

ଦସ୍ତାବିଜ ପ୍ରକାର ଡାଉନଲୋଡ ପାଇଁ ପ୍ଳଗ-ଇନ
ପୋର୍ଟେବଲ ଡକ୍ୟୁମେଣ୍ଟ ଫର୍ମାଟ (ପି ଡି ଏଫ ) ଫାଇଲ ଏଡୋବ ଆକ୍ରୋବାଟ ରିଡର 
ଏକ ପି ଡି ଏଫ ଫାଇଲକୁ ଅନଲାଇନରେ ଏଚ ଟି ଏମ ଏଲ କିମ୍ବା ପାଠ୍ୟରେ ପରିଣତ କରନ୍ତୁ ।